Share to: share facebook share twitter share wa share telegram print page

ସମୀର ରଞ୍ଜନ ଦାଶ

ସମୀର ରଞ୍ଜନ ଦାଶ
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ଏବେଯାଏଁ
ପୂର୍ବ ଅଧିକାରୀବାଇଧର ମଲ୍ଲିକ
ନିର୍ବାଚନ ମଣ୍ଡଳୀନିମାପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1962-04-22) ୨୨ ଅପ୍ରେଲ ୧୯୬୨ (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀସଙ୍ଗିତା ଦାଶ
ବାପା/ବୋଉରତ୍ନାକର ଦାଶ (ବାପା)
ବୃତ୍ତିରାଜନୀତିଜ୍ଞ

ସମୀର ରଞ୍ଜନ ଦାଶ (ଜନ୍ମ: ୨୨ ଅପ୍ରେଲ ୧୯୬୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନିମାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

ସମୀର ରଞ୍ଜନ ଦାଶ ୧୯୬୨ ମସିହାର ଅପ୍ରେଲ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରତ୍ନାକର ଦାଶ ଓ ପତ୍ନୀଙ୍କ ନାମ ସଙ୍ଗିତା ଦାଶ ।[]

ରାଜନୈତିକ ଜୀବନ

ସମୀର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି ।[]

ବିଧାନ ସଭା ସଭ୍ୟ ବିବରଣୀ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ନିମାପଡ଼ା ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ନିମାପଡ଼ା ବିଜୁ ଜନତା ଦଳ
୨୦୧୯ - ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ନିମାପଡ଼ା ବିଜୁ ଜନତା ଦଳ

ଆଧାର

  1. ୧.୦ ୧.୧ "Shri Samir Ranjan Dash". odishaassembly.nic.in. Odisha Assembly. Retrieved 24 March 2021.

ବାହାର ଆଧାର

  • ଉଇକିମିଡ଼ିଆ କମନ୍ସରେ Samir Ranjan Dash-ସମ୍ପର୍କିତ ମିଡ଼ିଆ
Prefix: a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9

Portal di Ensiklopedia Dunia

Kembali kehalaman sebelumnya