Share to: share facebook share twitter share wa share telegram print page

ମାନବ ଶରୀରରେ ବିଭିନ୍ନ ମୌଳିକର ଅନୁପାତ

ମାନବ ଶରୀରରେ ବିଭିନ୍ନ ମୌଳିକର ଅନୁପାତ

ମାନବ ଶରୀର ହେଉଛି ବିଭିନ୍ନ ମୌଳିକ ଓ ଯୌଗିକର ଏକ ମିଶ୍ରଣ । ଜଣେ ୭୦ କିଲୋଗ୍ରାମ ବିଶିଷ୍ଟ ମଣିଷ ଶରୀରରେ ମୌଳିକ ପଦାର୍ଥ ଗୁଡିକର ଅନୁପାତ ନିମ୍ନରେ ଦର୍ଶାଯାଇଛି ।

କ୍ରମିକସଂଖ୍ୟା ମୌଳିକ ଅନୁପାତ(ଶତକଡାରେ)
ଅମ୍ଳଜାନ ୬୫
କାର୍ବନ ୧୮
ଉଦଜାନ ୧୦
ଯବକ୍ଷାରଜାନ
କାଲସିୟମ ୧.୫
ଫସ୍‌ଫରସ
ଗନ୍ଧକ (ସଲଫର) ୦.୨୫
କ୍ଲୋରିନ ୦.୧୫
ସୋଡିୟମ ୦.୧୫
୧୦ ମାଗ୍ନେସିୟମ ୦.୦୫
୧୧ ପୋଟାସିୟମ ୦.୨
୧୨ ଲୌହ ୦.୦୦୬
୧୩ ଫ୍ଲୋରିନ ୦.୦୦୩୭
୧୪ ଜିଙ୍କ ୦.୦୦୩୨
୧୫ ସିଲିକନ ୦.୦୦୨
୧୬ ଜିର୍କୋନିଅମ ୦.୦୦୦୬
୧୭ ରୁବିଡ଼ିୟମ ୦.୦୦୦୪୬
୧୮ ଷ୍ଟ୍ରୋନସିୟମ ୦.୦୦୦୪୬
୧୯ ବ୍ରୋମିନ୍ ୦.୦୦୦୨୯
୨୦ ସୀସା ୦.୦୦୦୧୭
୨୧ ନିଓବିୟମ ୦.୦୦୦୧୬
୨୨ ତମ୍ବା (କପର୍) ୦.୦୦୦୧
୨୩ ଆଲୁମିନିୟମ ୦.୦୦୦୦୮୭
୨୪ କ୍ୟାଡ଼ମିୟମ ୦.୦୦୦୦୭୨
୨୫ ବୋରୋନ ୦.୦୦୦୦୬୯
Prefix: a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9

Portal di Ensiklopedia Dunia

Kembali kehalaman sebelumnya